ଅନୁଗୋଳବାସୀଙ୍କ ବିଶ୍ୱାସ ବିଜୁ ଜନତା ଦଳକୁ ମଜଭୁତ କରିଛି। ଅନୁଗୋଳରୁ ଆସିଥିବା ଦଳୀୟ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ପ୍ରତିନିଧି ତଥା ଦଳୀୟ ନେତୃବୃନ୍ଦଙ୍କୁ ଭେଟିଲି। ଲୋକଙ୍କ ସୁବିଧା ତଥା ଅଞ୍ଚଳର ବିକାଶ କାର୍ଯ୍ୟ ବିଷୟରେ ବୁଝିବା ସହ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା କଲି। #BJDWithOdisha
@Naveen Patnaik
1 grabs
No comments yet
Say something. You’re first.