XDLXDL
ନିରପେକ୍ଷ ଓ ସ୍ୱଚ୍ଛ ଚୟନ ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତିପତ୍ର ହାସଲ କରିଥିବା ଯୁବପ୍ରତିଭାମାନଙ୍କ ମୁହଁରେ ଆଜି ପରିଲକ୍ଷିତ ହୋଇଛି ଅପାର ଉତ୍ସାହ ଓ ଆତ୍ମବିଶ୍ୱାସ। ନିଷ୍ଠା, ସଚ୍ଚୋଟତା ତଥା ଉତ୍ତରଦାୟିତ୍ୱର ସହ ରାଜ୍ୟବାସୀଙ୍କ ସେବା କରିବା ଏବଂ ଓଡ଼ିଶାର ପ୍ରଗତିରେ ନିଜକୁ ନିୟୋଜିତ କରିବା ନିମନ୍ତେ ନବନିଯୁକ୍ତ କର୍ମଚାରୀମାନେ · XDL