XDLXDL
ଓଡ଼ିଶାରେ ଆରମ୍ଭ ହୋଇଛି ନିବେଶର ନୂଆ ଅଧ୍ୟାୟ। ୪୬ତମ HLCAରେ ₹୨.୪୭ ଲକ୍ଷ କୋଟିର ୨୭ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ସହ ୧୫ଟି ଜିଲ୍ଲାରେ ବ୍ୟାପକ ଶିଳ୍ପ ବିକାଶର ମାର୍ଗ ପ୍ରଶସ୍ତ ହୋଇଛି। ଏହାଦ୍ୱାରା ୫୦,୧୬୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଡାଟା ସେଣ୍ଟର, ଏଆଇ, ଆଇଟି ଓ ଡିଜିଟାଲ୍ ଭିତ୍ତିଭୂମି ସହ ସେମିକଣ୍ଡକ୍ଟର, ସବୁଜ ଶକ୍ତି, · XDL