XDLXDL
ଅଚାନକ ମାଡ଼ି ଆସିଲା ପାଣି... ଆଉ ସୁଅରେ ଭାସିଗଲା କାର ! କାର୍ ଭିତରେ ଥିଲେ ଦୁଇ ଜଣ। ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ, ଜୀବନ ବଞ୍ଚାଇବାକୁ ପାଣି ଭିତରେ ଦୁଇ ଘଣ୍ଟା ଧରି ଚାଲିଲା ସଂଘର୍ଷ। ଏଭଳି ଛାତିଥରା ଘଟଣା ଘଟିଛି ଉଦଳା ଥାନା ନହରପଦା ଗାଁରେ। #Udala #Naharapada #CarSweptAway #Floodwater #HeavyRain #Rescue · XDL