@CMO_Odisha @SecyChief @_anugarg @dept_ga @OdishaWater @dm_puri @SRC_Odisha @rdmodisha @PravatiPOdisha @OfficialTeamATA @PuriVoice @TeamATAofficial @JanaSunani ପୁରୀ ଜିଲ୍ଲା ଅସ୍ତରଙ୍ଗ ଡ଼ାଳୁଅକଣିରେ ସୁ ସୁ ହୋଇ ଗର୍ଜୁଛି ସମୁଦ୍ର । ଗାଁ ମୁହାଁ ପ୍ରଚଣ୍ଡ ଜୁଆର । ସାତଭାୟା ପରେ ଡ଼ାଳୁଅକଣି ନିକଟରେ କୂଳ ଲଙ୍ଘୁଛି ସମୁଦ୍ର । ଉପୁଡ଼ି ପଡ଼ୁଛି ବିରାଟକାୟ ଝାଉଁ ଗଛ । ମହୋଦଧିରେ ଲୀନ ହେଉଛି ଜଙ୍ଗଲ! Please look into it.@CMO_Odisha @SecyChief @_anugarg @dept_ga @OdishaWater @dm_puri
@Kulu Behera 🇮🇳
1 grabs
No comments yet
Say something. You’re first.