XDLXDL
ବିହାର ହେଇଗଲାଣି ଆମ ଓଡ଼ିଶା । ଓଡିଆ ଅସ୍ମିତା ସରକାରରେ ସୁରକ୍ଷିତ ନାହାନ୍ତି ଓଡିଆ । ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ କପିଳାସକୁ ଯାଉଥିବା ରାସ୍ତାରେ ଏଭଳି ଅମାନବୀୟ କାଣ୍ଡ ହେଇଛି ବୋଲି ଆମ ତଦନ୍ତ ମନ୍ତ୍ରୀଙ୍କ ପାଖରେ ଖବର ଅଛି କି ନାଇଁ ? #Odisha #BjpAntiOdisha #Bjp #OdishaLawSystemFailUnderBjp #Dhenkanal · XDL