ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଘେରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ, ଦୁର୍ବାର ହୋଇଛି 'ଶିକ୍ଷା ବଞ୍ଚାଅ ଆନ୍ଦୋଳନ'। ଛାତ୍ରଛାତ୍ରୀଙ୍କ ଶିକ୍ଷା ସହ ସାଲିସ ଚଳିବ ନାହିଁ, ତୁରନ୍ତ ଯୋଗାଅ ସଂଶୋଧିତ ବହି। #SikhyaBanchaoAbhijan #BJPAntiStudents #ରଙ୍ଗବଦଳାସରକାର #BJPAntiOdisha #JababMaguchiOdisha
@Biju Janata Dal
1 grabs
No comments yet
Say something. You’re first.