ଗୁପ୍ଚୁପ୍ ଖାଉଥିଲେ ସାବଧାନ ! ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ଗୁପ୍ଚୁପ୍.. BMC ଖାଦ୍ୟ ସୁରକ୍ଷା ବିଭାଗର ରେଡ୍ ବେଳେ ସାମ୍ନାକୁ ଆସିଲା ଚିତ୍ର.. ଭୁବନେଶ୍ୱର ୟୁନିଟ୍-୩ ଖାରବେଳନଗରରେ ରେଡ୍ ବେଳେ ଜବତ ହେଲା ଗୁପ୍ଚୁପ୍ ସାମଗ୍ରୀ.. #Gupchup #BMC #FoodSafety #Bhubaneswar #Unhygienic #Raid #OTV
@ଓଟିଭି
1 grabs
No comments yet
Say something. You’re first.