XDLXDL
ନୟାପଲ୍ଲୀରେ ଦୁଷ୍କର୍ମ ଅଭିଯୁକ୍ତ ଶ୍ରୀଧର ପଣ୍ଡା ଗିରଫ ପରେ ସାମ୍ନାକୁ ଆସୁଛି ତାର କଳାକାରନାମାର ଚିତ୍ର । ଗତ ୩୦ ତାରିଖ ରାତିରେ ଦୁଷ୍କର୍ମ ପରେ ଚୋରି କରି ନେଇଥିବା ଗାଡ଼ିକୁ ପୋଲିସ ଜବତ କରିଛି । #SridharPanda #Nayapalli #VehicleTheft #CommissioneratePolice #CrimeNews #OdishaCrime #OdishaTV #OTV · XDL