XDLXDL
ସତରେ କଣ ଆମ ଲୋକଙ୍କ ସରକାରରେ ଲୋକଙ୍କୁ ଚାଉଳ ଦେବା ପାଇଁ ଲୋକମାନଙ୍କଠାରୁ ଜଣଙ୍କ ପ୍ରତି ୨୦ ଟଙ୍କା ନେଉଛନ୍ତି ? କଣ ସୁଭଦ୍ରା ପଇସା ଦେଇ ରାଜକୋଷ ଖାଲି ହେଇଗଲାଣି କି ? ଏହି ଭିଡିଓ କେଉଁ ଜାଗାର କିଏ ଜାଣିଛନ୍ତି କି ? #BabaliTalk #Odisha #OdishaNews · XDL