XDLXDL
ସତରେ କଣ ରାଜ୍ୟସଭା ଘୋଡ଼ା ଏବେ ଅଲୋଡ଼ା? ଘୋଡ଼ାଙ୍କ ନାଁ ଭୁଲିଗଲେଣି ଆମ ଲୋକଙ୍କ ମୁଖ୍ୟମନ୍ତ୍ରୀ। ହଁମ କିଏ ପଚାରେ ଏମାନଙ୍କୁ,ଏମାନେ କୁଆଡେ ମୁଣ୍ଡ ବିକ୍ରି କରିଦେଇଛନ୍ତି ପରା। ମୁଁ କହୁନିମ ଲୋକ କହୁଛନ୍ତି 🤭 #BabaliTalk #Odisha #Politics #RajyaSabha · XDL