XDLXDL
#ଅନୀଲଙ୍କ_ମୁହଁରୁ_କଳାହାଣ୍ଡି_ଜିଲ୍ଲାର_ବିକାଶ_କଥା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବେଦାନ୍ତ ଅଧ୍ୟକ୍ଷଙ୍କ ଅନୀଲ ଅଗ୍ରୱାଲଙ୍କ ପ୍ରତିକ୍ରିୟା । ପଛୁଆ ଜିଲ୍ଲା କଳାହାଣ୍ଡି କେମିତି ଆଜି ଉନ୍ନତ ଜିଲ୍ଲାରେ ପରିଣତ ହୋଇଛି ସେ କଥା କହିଛନ୍ତି । ମୋଟ 1 ଲକ୍ଷ କୋଟି ଟଙ୍କା ନିବେଶ ନେଇ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି । #kanaknews · XDL