XDLXDL
#୮_ତାରିଖରେ_ଓଡ଼ିଶା_ବନ୍ଦ ! ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା । ଇଣ୍ଡି ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା । ପିସିସି ସଭାପତି ଭକ୍ତ ଚରଣ ଦାସ ଏନେଇ ସୂଚନା ଦେଇଛନ୍ତି । #KanakNews #INDIABlock #odishaband #Congress #Bhaktacharandas · XDL