XDLXDL
ଧର୍ମଶାଳାରେ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ନିନ୍ଦନୀୟ, ଗଣତନ୍ତ୍ରରେ ହିଂସା ଭୀରୁତାର ପରିଚୟ। ଅପରାହ୍ନରେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ଠାରେ ବିଜେଡିର ‘ଜନ ସମ୍ପର୍କ ପଦଯାତ୍ରା’ ଚାଲିଥିବାବେଳେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ · XDL