XDLXDL
ଜଟଣୀରେ ଗଣେଶ ଭସାଣ ବେଳେ ବଡ଼ ଅଘଟଣ.. ଭୁଶୁଡ଼ିଲା ଘରୋଇ ବ୍ୟାଙ୍କ କୋଠାର ତାଜା.. ଚାପି ହୋଇ ଜଣେ ମୃତ.. ୧୦ରୁ ଊର୍ଦ୍ଧ୍ବ ଆହତ.. ଡିଜେ ସାଉଣ୍ଡକୁ ଦାୟୀ କଲେ ପ୍ରତ୍ୟକ୍ଷଦର୍ଶୀ.. #JataniTragedy #GaneshVisarjan #SlabCollapse #DJSound #LoudDJ #Odisha #OTV · XDL