XDLXDL
କିଏ ଭଙ୍ଗା ଦଦରା ଘରେ ତ ଆଉ କିଏ ପଲିଥିନ ତଳେ ଜୀବନ ଜୀଉଁଛନ୍ତି। ଜୀବନ ଜଞ୍ଜାଳ ଭିତରେ ଚିପୁଡି ହେଉଥିବା କିଛି ଅସହାୟଙ୍କ କାହାଣୀ ଆଜି ଆମେ ଗ୍ରାଉଣ୍ଡ ଜିରୋରୁ ଆଣିଛୁ... #OdishaHousing #PuccaHouse #PMAYG #PanchayatiRaj #RuralHousing #HousingScheme #Champua #Mohana #Bhadrak #AwaasPlus2024 #OdishaTV #OTV · XDL