XDLXDL
ପ୍ରତ୍ୟେକ କ୍ଷେତ୍ରରେ ଯୁବଶକ୍ତିଙ୍କ ନିୟୋଜନକୁ ଗୁରୁତ୍ୱ ଦେଇ ସେମାନଙ୍କ ପାଇଁ ଅପାର ସୁଯୋଗ ସୃଷ୍ଟି କରିବା ପାଇଁ ଲୋକଙ୍କ ସରକାର ସଂପୂର୍ଣ୍ଣ ପ୍ରତିବଦ୍ଧ । ଗତ ୨ ବର୍ଷ ୩ ମାସ ଭିତରେ ନିଯୁକ୍ତି ମେଳା ମାଧ୍ୟମରେ ୪୬,୫୦୦ ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହା କେବଳ ନିଯୁକ୍ତି ନୁହେଁ ଏହା ହେଉଛି ସମୃଦ୍ଧ · XDL