XDLXDL
ଲୋକଙ୍କ ସରକାରରେ କୃଷକ ଓ ସମବାୟକୁ ମିଳୁଛି ସର୍ବୋଚ୍ଚ ପ୍ରାଥମିକତା । କୃଷି ଓ ସମବାୟ କ୍ଷେତ୍ରକୁ ଆହୁରି ସଶକ୍ତ କରିବା ସହ କୃଷକଙ୍କ ଆୟ, ସୁବିଧା ଓ ସୁଯୋଗ ବୃଦ୍ଧି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆରମ୍ଭ କରିଛନ୍ତି ଅନେକ ଅଭିନବ ପଦକ୍ଷେପ । କୃଷକଙ୍କ ସମୃଦ୍ଧି, ସମବାୟର ସଶକ୍ତିକରଣ ଓ ଗ୍ରାମୀଣ ଅର୍ଥନୀତିର ବିକାଶ · XDL