XDLXDL
@samarth_verma ସାର ଦୟାକରି ଏହି ଭିଡିଓ ଟି ଦେଖନ୍ତୁ। କାଶିହରି ଗ୍ରା: ପ ପାଖରେ ଥିବା ଏହି ଶୌଚାଳୟ ଟି ବହୁତ ଅପରିଷ୍କାର ହେଇ ପଡ଼ିଅଛି। ଏହି ଶୌଚାଳୟ ଉପରେ ପ୍ରାୟ ଏହି ଆଖ ପାଖ ଅଞ୍ଚଳ ର ଲୋକ ନିର୍ଭରଶୀଳ।ଏହି ଶୌଚାଳୟ ଟା ଏତେ ଅପରିଷ୍କାର ହେଇକି ଅଛି ଯେ। ଲୋକ ମାନେ ଯିବା ପାଇଁ ଇଚ୍ଛା ପ୍ରକଟ କରୁନାହାନ୍ତି। · XDL