XDLXDL
ଦେଖନ୍ତୁ, ବରିଷ୍ଠ ପୋଲିସ ଅଧିକାରୀ ଓ ନୂଆ IIC ହେଇଥିବା ନୟାପଲ୍ଲୀ ଥାନା IIC ଙ୍କ ଭିତରେ ପାର୍ଥକ୍ୟ । ୟାଙ୍କ ବ୍ୟବହାର କହୁଛି ଭବାନୀପାଟଣା ବିଧାୟକଙ୍କ ଉପରେ ଯେମିତି ପୁରୁଣା ରାଗ ଅଛି । ଜଣେ ଲୋକ ପ୍ରତିନିଧିଙ୍କୁ କେମିତି ବ୍ୟବହାର କରାଯାଏ, BPSPA ରୁ ଶିଖି ନାହାନ୍ତି । ନୂଆ @dcpbbsr ଦେଖନ୍ତୁ ଆଉ ଶିଖନ୍ତୁ । @CMO_Odisha · XDL