XDLXDL
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ବିଦ୍ୟାଳୟରେ ହେଉଛି ବିଦ୍ୟୁତ କାଟ । କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ବେଲିଆପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୬ ମାସ ହେଲା ବିଦ୍ୟୁତ ନାହିଁ । ଫଳରେ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଛାତ୍ରଛାତ୍ରୀ #nandighoshatv #Odisha #badamba · XDL