#ଶବ_ବାହାକ_ଗାଡ଼ିକୁ_ବି_ଛାଡ଼ିଲେନି ବନ୍ଦ ସମୟରେ ସୁନ୍ଦରଗଡ଼ରୁ ସାମ୍ନାକୁ ଆସିଲା ଅମାନବୀୟ ଦୃଶ୍ୟ । ସୁନ୍ଦରଗଡ଼ରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମୟରେ ରାଣୀ ବାଗିଚା ଓ ବିଜୟ ପଟ୍ଟନାୟକ ଚୌକ ନିକଟରେ ଏକ ଅତ୍ୟନ୍ତ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। #Sundargarh #CongressBandh #Inhuman #AmbulanceBlocked #Odisha #ArgusNews
@Argus News
1 grabs
No comments yet
Say something. You’re first.