XDLXDL
#ରସୁଲଗଡ଼_ଓଭରବ୍ରିଜରେ_ଘଣ୍ଟାଏ_ଧରି_ଫସି_ରହିଲା_ଆମ୍ବୁଲାନ୍ସ ଓଡ଼ିଶା ବନ୍ଦ ବେଳେ ରସୁଲଗଡ଼ ଓଭରବ୍ରିଜ ଉପରେ କଂଗ୍ରେସର ରାସ୍ତା ଅବରୋଧ। ବିକ୍ଷୋଭ ବେଳେ ଘଣ୍ଟା ଘଣ୍ଟା ଧରି ଫସି ରହିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲେ ରୋଗୀ। #HumanityInDanger #BhubaneswarUpdates #CongressProtest · XDL