XDLXDL
#କଂଗ୍ରେସର_ଦାଦାଗିରି ଓଡ଼ିଶା ବନ୍ଦ ବେଳେ ଜଣେ ମହିଳା କଂଗ୍ରେସ କର୍ମୀଙ୍କ ଦାଦାଗିରି। ରୋଗୀ ଚିକିତ୍ସା ପାଇଁ ଯାଉଥିବା ଡାକ୍ତରଙ୍କ ଗାଡି ଆଗରେ ବସି ଗାଡି ଛାଡିଲେନି। ରାଜରାସ୍ତାରେ କଲେ ହାଇ ଡ୍ରାମା। #OdishaBandh #Congress #Doctor #Bhubaneswar #Odisha #OTV · XDL