ରିଲ୍ସ ନିଶା ନେଲା ଜୀବନ ! ଟ୍ରେନ୍ ଲାଇନରେ ରିଲ୍ସ ବେଳେ ନାବାଳକ ମୃତ । ରେଳ ଧାରଣାରେ ରିଲ୍ସ କରିବା ବେଳେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଘଟିଛି ଏହି ଦୁଃଖଦ ଘଟଣା। #ReelsAddiction #RailwayAccident #MinorDeath #KhordhaBalangir #OdishaNews #OTV
@ଓଟିଭି
1 grabs
No comments yet
Say something. You’re first.