XDLXDL
ଗ୍ୟାସ ସିଲିଣ୍ଡର ଭିତରେ ଗୁପ୍ତ ଲକର। ସିଲିଣ୍ଡର କାଟିକି ତା ଭିତରେ ମଦ ତସ୍କରୀ। ବିହାରର ଗୋପାଳଗଞ୍ଜରୁ ଆସିଛି ମଦ ତସ୍କରିର ବିଚିତ୍ର ଦୃଶ୍ୟ। ବାଇକ ଭିତରେ ବି ଗୁପ୍ତ ଲକର ଠାବ କଲା ପୁଲିସ। Frooti ପ୍ୟାକେଟରେ ମଦ ଲୁଚାଇ ଚାଲାଣ। #BiharPolice #Liqour #Gopalganj #GasCylinder · XDL