XDLXDL
ଆଉ ନାହାନ୍ତି ଫିଲ୍ମ ଜଗତର କ୍ରାନ୍ତିବୀର। ଗୋଆରେ ଶେଷନିଃଶ୍ୱାସ ତ୍ୟାଗ କଲେ। ମେଡିକୋ-ଲିଗାଲ କେସ୍ ଥିବାରୁ ଆଜି ହେବ ଶବ ବ୍ୟବଛେଦ। ତେବେ ପାଣାଜିରେ ଶେଷ ଥର ଲାଗି ନାନାଙ୍କର ସାର୍ବଜନୀନ ଝଲକ ଦେଖିବାକୁ ମିଳିଥିଲା। ଏ ଭିଡିଓ ଭାଇରାଲ ପରେ ଯିଏ ଦେଖୁଛି, ନାନାଙ୍କୁ ମନେ ପକାଉଛି। ଏଭଳି ମହାନ କଳାକାରଙ୍କୁ ହରାଇ ସମସ୍ତେ ସ୍ତବ୍ଧ। · XDL