XDLXDL
କୃଷି ଉଦ୍ୟୋଗ ଯୋଜନାର ସହଯୋଗରେ ବାଲେଶ୍ୱରର ବିନତି ମହାଣା ଛତୁ ଚାଷକୁ ବ୍ୟବସାୟିକ ଭାବେ ବିସ୍ତାର କରି ସଫଳତାର ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଛୋଟ ପରିସରରୁ ଆରମ୍ଭ ହୋଇଥିବା ତାଙ୍କ ଉଦ୍ୟମ ଆଜି ବଡ଼ ଆକାର ନେଇଛି । ପ୍ରାୟ ୧୦ ଜଣଙ୍କୁ କାମର ସୁଯୋଗ ଦେବା ସହ ଏହି ଉଦ୍ୟମରୁ ଭଲ ଆୟ ମଧ୍ୟ ହେଉଛି । ଆଗାମୀ ଦିନରେ ଏହାକୁ ଆହୁରି ଉନ୍ନତ ଓ · XDL