XDLXDL
ଭୋଟର ତାଲିକାକୁ ନେଇ ବିରୋଧୀଙ୍କ ଭ୍ରମାତ୍ମକ ପ୍ରଚାରର କୌଣସି ବାସ୍ତବତା ନାହିଁ। ପ୍ରକୃତରେ ଫର୍ମ-୬ରେ କୌଣସି ପରିବର୍ତ୍ତନ କରାଯାଇନାହିଁ, ବରଂ ଭୋଟରଙ୍କ ସୁବିଧା ପାଇଁ ଏଥିରେ ଏକ ଘୋଷଣାନାମା ଫର୍ମ ସାମିଲ କରାଯାଇଛି, ଯାହାକୁ ମାନ୍ୟବର ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଭୋଟର ତାଲିକା ପରିଚାଳନା ପୂର୍ବପରି ରାଜ୍ୟର CEO ଓ EROଙ୍କ ଦ୍ୱାରା · XDL