ବ୍ରହ୍ମପୁରର ଜଣେ ପ୍ରଫେସର ମୋତେ ପଚାରିଲେ ନବୀନ ବାବୁଙ୍କର ପରିବାର ନାହିଁ, ତେଣୁ ସେ କ'ଣ ଦୁର୍ନୀତି କରିବେ ନାହିଁ ? ଅବା ଯାହାର ପିଲା ପିଲି ଥିଲେ, ଯେପରି କି ଲାଲ ବାହାଦୂର ଶାସ୍ତ୍ରୀ, ମହାତ୍ମା ଗାନ୍ଧୀ ଏମାନେ କଣ ଦୁର୍ନୀତି-ଗ୍ରସ୍ତ ଥିଲେ ? ଏପରି ବହୁତ ନେତା ଅଛନ୍ତି ଯେଉଁମାନଙ୍କର ପରିବାର ନଥାଇ ମଧ୍ୟ ସେମାନେ ଦୁର୍ନୀତି ଗ୍ରସ୍ତ |
@Panchanan Kanungo
1 grabs
No comments yet
Say something. You’re first.