XDLXDL
ଶିକ୍ଷା ନେଇ ଅବହେଳା ଚଳିବ ନାହିଁ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଚଳିବ ନାହିଁ। ଭୁଲ୍‌ଭରା ବହି ବିରୋଧରେ, ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆରମ୍ଭ ହୋଇଛି ଶିକ୍ଷା ବଞ୍ଚାଅ ଆନ୍ଦୋଳନ। #BJPAntiOdisha #FakeBJP #FraudBJP #Nityanandagondmustresign · XDL