XDLXDL
#ମୃତଦେହକୁ_ଅଟକାଇଲା_ପୋଲିସ ରାଜଧାନୀରେ ହୃଦୟବିଦାରକ ଘଟଣା! ବିଧାନସଭା ଚାଲିଥିବାରୁ ମୃତଦେହ ନେଇ ଯାଉଥିବା ଶବବାହନକୁ ପୋଲିସ ଅଟକାଇଥିବା ଅଭିଯୋଗ। ଅଧାବାଟରୁ ଫେରିଗଲା ଶବବାହନ। ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ। #ରଙ୍ଗବଦଳାସରକାର · XDL