XDLXDL
ଏସିଆଡ୍ ହକିରେ ବିଜୟ ପରେ ଭାରତୀୟ ପୁରୁଷ ହକି ଦଳର ଓଡ଼ିଆ ଖେଳାଳି ଅମିତ୍ ରୋହିଦାସ ଓ ଶିଳାନନ୍ଦ ଲାକ୍ରାଙ୍କ ସହ ଟେଲିଫୋନ ଯୋଗେ କଥାହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ #AsianGames2026 #MohanCharanmajhi #AmitRohidas #ShilanandaLakra #Odisha #OTV · XDL