ରାୟଗଡ଼ା ଯୁବକ ନାଗାଲାଣ୍ଡରେ ସହିଦ.. ଆସାମ ରାଇଫଲ୍ସରେ କାର୍ଯ୍ୟରତ ରାୟଗଡାର ଯବାନ ଭି.ତେଜା ଡ୍ୟୁଟି ସମୟରେ ସହିଦ ହୋଇଛନ୍ତି.. ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଓ ଏସପି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି.. ସହିଦଙ୍କୁ ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି.. #Martyr #AssamRifles #VTeja #Rayagada #Nagaland #Odisha
@ଓଟିଭି
1 grabs
No comments yet
Say something. You’re first.