#ଛାଡ଼ିଛି_ବନ୍ୟା #ବଢ଼ିଛି_ଦୁର୍ଦ୍ଦଶା ମାଟିରେ ଲୋଟିଯାଇଛି ଅନେକଙ୍କ ଘର । ଜଳମଗ୍ନ ହେକ୍ଟର ହେକ୍ଟର ଚାଷ ଜମି । ବନ୍ୟା ଯୋଗୁଁ ନବରଙ୍ଗପୁର ସାନଡାଇଭଟ୍ଟା ଓ ବଡ଼ଡାଇଭଟ୍ଟା ଗାଁରେ ବ୍ୟାପକ କ୍ଷତି । କାହାରି ଘରେ ଜଳୁନି ଚୂଲି, ସହାୟତା ଦାବି #Odisha #NandighoshaTV #Nabarangpur #FloodInOdisha
@NandighoshaTV
1 grabs
No comments yet
Say something. You’re first.