#ପୁରୀ_ଖଜା_ଭାଟିରେ_ରେଡ୍ ପୁରୀରେ ପୁଣି ଖଜା ଭାଟିରେ ରେଡ୍ ଖଜାରେ ଅପମିଶ୍ରଣ ରୋକିବାକୁ ଚଢାଉ ଦୋଳ ମଣ୍ଡପ ସାହି ଖଜା ଭାଟିରେ ରେଡ୍ ଜବତ ହେଲା କୁଇଣ୍ଟାଲ କୁଇଣ୍ଟାଲ ଅପମିଶ୍ରିତ ଖଜା ଅପମିଶ୍ରିତ ଖଜାକୁ ଟ୍ରାକ୍ଟରରେ ନେଇ ନଷ୍ଟ କରାଗଲା ୪ କୁଇଣ୍ଟାଲ ଖଜା ଜବତ, ୫ଟି ଖଜା ଭାଟି ସିଲ୍ #Puri #Khaja #Raid #FoodSafety #PuriNews
@News18 Odia
1 grabs
No comments yet
Say something. You’re first.